ଓଡିଶା ରାଜ୍ୟ ର କେନ୍ଦୁଝର ଜିଲ୍ଲା ର ଗୋଟିଏ ଛୋଟ ଗାଁ ମନୋହରପୁର ରୁ ଆମ ଶ୍ରୋତା ମୋ ଉପବନ ବାଣୀ ମାଧ୍ୟମ ରେ କହୁଛନ୍ତି ସେ ଏହି ବାଣୀର ନିୟମିତ ଶ୍ରୋତା ଗତ ସପ୍ତାହ ରେ ପ୍ରଶୀରିତ 6 ରୁ 12 ଶିଶୁ ର ଖାଦ୍ୟ ତାଲିକା କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା ,ଯଦି ସବୁ ମାନେ ସବୁ ପ୍ରକାର ଖାଦ୍ୟ ଦିନକୁ 4/5 ଥର ଦେବା ସହିତ ଋତୁ ଅନୁସାରେ ଫଳମୂଳ ଖାଇବାକୁ ଦିଅନ୍ତି ଏବଂ ସପ୍ତାହ କୁ 4/5 ଥର ଆମିଷ ଦିଅନ୍ତି ପିଲା ନିରୋଗ ରହିବେ ..ଏହିପରି ବାର୍ତ୍ତା ପାଇଁ ମୋ ଉପବନ ବାଣୀ କୁ ଧନ୍ୟବାଦ .