ଓଡିଶା ରାଜ୍ୟ ର କେନ୍ଦୁଝର ଜିଲ୍ଲା ର ଗୋଟିଏ ଛୋଟ ଗାଁ ରୁ ମକୁର ମୁଣ୍ଡ ମୋ ଉପବନ ବାଣୀ ମାଧ୍ୟମ ରେ କହୁଛନ୍ତି ସେ ଜୈବିକ ପଦ୍ଧତି ରେ ଧାନ ଧାଡି ଧାଡି କରି ରୋଇବା ମୋ ଉପବନ ବାଣୀ ମାଧ୍ୟମ ରୁ ହିଁ ଶୁଣି ଛନ୍ତି ସେହି ଉପାୟ ରେ ଫସଲ କରି ଲାଭବାନ ମଧ୍ୟ ହୋଇ ଛନ୍ତି ସେଥିଲାଗି ମୋ ଉପବନ ବାଣୀ କୁ ଧନ୍ୟବାଦ .